କନକ ବ୍ୟୁରୋ : ପାଖେଇ ଆସୁଛି ରଥଯାତ୍ରା । ଚଳଚଞ୍ଚଳ ରଥଖଳା । ମହାରଣାମାନେ ସଠିକ ସମୟରେ ରଥ ପ୍ରସ୍ତୁତ କରିବା ପାଇଁ ଦିନରାତିକୁ ଏକ କରିଦେଇଛନ୍ତି । ତେବେ ରଥଯାତ୍ରାକୁ ଆଉ ୧୧ ଦିନ ବାକି ଥିବାବେଳେ ରଥ ନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ଲାଗି ପଡ଼ିଛନ୍ତି ବିଶ୍ବକର୍ମା ଓ ଭୋଇ ସେବକ। ଗତକାଲି ଭୂଇଁ କାମ ଆରମ୍ଭ ହେବା ପରେ ଏହାକୁ ତିନି ରଥରେ ସଂଯୋଗ କରାଯାଇଛି।
ଜୋରସୋରରେ ଚାଲିଛି ରଥକାମ ! ଲାଗିଲା ପ୍ରଧାନ ଭୂଇଁ
/kanak/media/post_attachments/wp-content/uploads/2019/06/Tini-Ratha-ra-Bhuin-Kama-2-640x430.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/SINGHA-DWARA-RE-TINI-RATHA-3.jpg)