କନକ ବ୍ୟୁରୋ: ଆଜି ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା । ଭାଇ ଭଉଣୀଙ୍କୁ ସାଂଗରେ ଧରି ରତ୍ନବେଦୀରୁ ଓହ୍ଲାଇ ଆସିବେ କାଳିଆ ଠାକୁର । ଭକ୍ତଙ୍କ ନିକଟକୁ ଆସି ଦର୍ଶନ ଦେବେ ବଡ଼ ଠାକୁର । ରଥରେ ବସି ରତ୍ନବେଦୀରୁ ଜନ୍ମବେଦୀଙ୍କୁ ଯାତ୍ରା କରିବେ ମହାପ୍ରଭୁ । ମହାପ୍ରଭୁଙ୍କ ଏହି ଦୈବୀ ଲୀଳାକୁ ଦେଖିବା ଲାଗି ଲୋକାରଣ୍ୟ ହୋଇ ଉଠିଛି ଶ୍ରୀକ୍ଷେତ୍ର ପୁରୀ । ରାଜ୍ୟର କୋଣ ଅନୁକୋଣ ଓ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଧାଇଁ ଆସୁଛନ୍ତି ଶ୍ରୀକ୍ଷେତ୍ର । ସାରା ପରିବେଶ ହୋଇ ଉଠିଛି ଜଗନ୍ନାଥମୟ ।
ଆଜି ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା! ଭାଇ ଭଉଣୀଙ୍କୁ ସାଂଗରେ ଧରି ରତ୍ନବେଦୀରୁ ଓହ୍ଲାଇ ଆସିବେ ମହାପ୍ରଭୁ
/kanak/media/post_attachments/wp-content/uploads/2017/06/Screen-shot-2017-06-25-at-6.47.07-AM-1.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)