କନକ ବ୍ୟୁରୋ : ବିରଳ ବଜ୍ରକାପ୍ତା ଉଦ୍ଧାର । ବାଲେଶ୍ୱର ଦନ୍ତୁର ଫରେଷ୍ଟ ବିଟହାଉସ ଅନ୍ତର୍ଗତ ଦାରିପୋଖରୀ ଗାଁ ନିକଟରେ ଥିବା ପୀଡ଼ାକଟା କେନାଲ ନିକଟରୁ ଏହି ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଛି ।

Advertisment

publive-image

ଏହାର ଆନୁମାନିକ ଓଜନ ପ୍ରାୟ ୩କିଲୋଗ୍ରାମରୁ ଅଧିକ ହେବ । ସୋର ଫରେଷ୍ଟ ଗାର୍ଡ଼ ପ୍ରଦୀପ କୁମାର ରାଉତ ଏହି ବଜ୍ରକାପ୍ତାକୁ ଉଦ୍ଧାର କରିବା ପରେ ସୋର ବନ୍ୟପ୍ରାଣୀ ଅଫିସରଙ୍କୁ ହସ୍ତାନ୍ତର କରିଛନ୍ତି ।