ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ରାପିଡ୍ ରେସ୍ପନ୍ସ ଟିମ୍ । ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ଦିଆଯାଇଛି ସ୍ୱତନ୍ତ୍ର ତାଲିମ୍

Advertisment
ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ରାପିଡ୍ ରେସ୍ପନ୍ସ ଟିମ୍ । ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ଦିଆଯାଇଛି ସ୍ୱତନ୍ତ୍ର ତାଲିମ୍

କନକ ବ୍ୟୁରୋ : ବନ୍ୟଜନ୍ତୁଙ୍କ ସୁରକ୍ଷା କରିବ ସ୍ୱତନ୍ତର ଯାନ । ବନବିଭାଗ ରାପିଡ୍ ରେସପନ୍ସ ଟିମ୍ ଏଣିକି ରକ୍ଷକ ଯାନରେ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବେ । ରାଜ୍ୟର ଯେକୌଣସି ସ୍ଥାନରୁ ମଣିଷ-ବନ୍ୟପ୍ରାଣୀ ସଂଘର୍ଷର ଖବର ଆସିବା ମାତ୍ରେ ଘଣ୍ଟେରୁ ଦେଢଘଣ୍ଟା ମଧ୍ୟରେ ଘଟଣାସ୍ଥଳରେ ପହଁଚିବ ଏହି ରାପିଡ୍ ରେସପନ୍ସ ଟିମ୍ ।

ଜଙ୍ଗଲ ଭିତରେ ଗୁରୁତର ହୋଇ ପଡିଥିବା ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବା ପାଇଁ ପଶୁ ଡାକ୍ତରଙ୍କ ପାଖରେ ପହଁଚିବ ଏହି ଟିମ୍ । ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ଏହି ଗାଡିରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ରାପିଡ୍ ରେସପନ୍ସ ଟିମଙ୍କୁ ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ସ୍ୱତନ୍ତ୍ର ତାଲିମ୍ ମଧ୍ୟ ଦିଆଯାଇଛି । ରାଜ୍ୟର ୧୮ଟି ଡିଭିଜନ୍ରେ ନିୟୋଜିତ ହେବ ଏହି ସ୍ୱତନ୍ତ୍ର ଗାଡି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe