କନକ ବ୍ୟୁରୋ: ରାଜଧାନୀରେ ପୁଣି ଲଜ୍ଜା । ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ପୀଡିତା କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଅଭିଯୁକ୍ତ ଫେରାର ଅଛି । ସୁନ୍ଦରପଦା ଅଞ୍ଚଳରେ ବାପା ମାଆଙ୍କ ସହ ଭଡା ଘରେ ରହୁଥିବା ଜଣେ ନାବାଳିକାଙ୍କୁ ପଡିଶା ଘରେ ରହୁଥିବା ସନ୍ତୋଷ ଖୁଣ୍ଟିଆ ଦୁଷ୍କର୍ମ କରିଥିବା ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରି ଅଭିଯୁକ୍ତର ସାଙ୍ଗକୁ ଗିରଫ କରିଛି ପୁଲିସ ।
ରାଜଧାନୀରେ ପୁଣି ଲଜ୍ଜା । ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ , ପୀଡିତା କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ, ଫେରାର ଅଭିଯୁକ୍ତ ।
/kanak/media/post_attachments/wp-content/uploads/2024/07/4-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)