ବି-ଟାଉନରେ ଏକ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଭିନେତା ରଣବୀର ସିଂହ ଓ ଆଲିଆ ଭଟ୍ଟ ଆଗକୁ ଏକ ସିନେମାରେ ନଜର ଆସିବେ । ସିଲଭର ସ୍କ୍ରିନରେ ରୋମାନ୍ସ କରୁଥିବାର ଏହି ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ । ଫିଲ୍ମ ନିର୍ମାତା ଜୋୟା ଅଖତରଙ୍କ ଆଗାମୀ ଫିଲ୍ମରେ ରଣବୀର ଓ ଆଲିଆ ଏକାଠି ନଜର ଆସିବେ । ଫିଲ୍ମର ଟାଇଟଲ ଜଣାପଡିନଥିବା ବେଳେ ଆସନ୍ତା ବର୍ଷ ଆରମ୍ଭରୁ ଫିଲ୍ମର ସୁଟିଂ କାର୍ଯ୍ୟ ଆରମ୍ଭ ହେବ।
ଜୋୟାଙ୍କ ଫିଲ୍ମରେ ଜମିବ ରଣବୀର ଓ ଆଲିଆଙ୍କ ଯୋଡି
/kanak/media/post_attachments/wp-content/uploads/2016/11/18-Alia-Ranveer.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)