ମା’ହେବା ପରେ ପୁଣି ପରଦାକୁ ଫେରିବେ ରାଣୀ ମୁଖାର୍ଜୀ

ମା’ହେବା ପରେ ପୁଣି ପରଦାକୁ ଫେରିବେ ରାଣୀ ମୁଖାର୍ଜୀ

ବଲିଉଡ୍ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଅନେକ ଦିନର ବିରତି ପରେ ପୁଣି ଫେରିବେ ପରଦାକୁ । ନିଜର ପ୍ରିୟ ଦର୍ଶକଙ୍କୁ ଦେଖେଇବେ ଅନୁଭବୀ ଅନୁଭବର କରିସ୍ମା । ମା ହେବା ପରେ ପୁଣି ସେ ଫେରିବାର ସଙ୍କେତ ଦେଇଛନ୍ତି । ସିଦ୍ଧାର୍ଥ ପି ମଲହୋତ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ହିଚକି ’ରେ ନଜର ଆସିବେ ।

ମିଳିଥିବା ସୂଚନା ଅନୁସାରେ , ଏହି ଫିଲ୍ମରେ ରାଣୀ ମୁଖାର୍ଜୀ ଜଣେ ଭିନ୍ନ ଚରିତ୍ରରେ ନଜର ଆସୁଛନ୍ତି । ଯିଏ କଥା କଥାକେ ଖାଲି ଚିଲେଇବାର ରୋଗ ହୋଇଛି । ରାଣୀ ଶେଷଥରପାଇଁ ୨୦୧୪ରେ ଫିଲ୍ମ ‘ମର୍ଦାନି’ରେ ନଜର ଆସିଥିଲେ । ଏହାପରେ ସେ ସଂପୂର୍ଣ୍ଣ ଅବସର ନେଇଥିଲେ ପରଦାରୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe