ରେଞ୍ଜ ରୋଭର ଦୁର୍ଘଟଣାରେ ଆଖିବୁଜିଲେ ଯୁବତୀ: ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବ୍ରେନଡେଡ ଘୋଷଣା କରିଥିଲେ ଡାକ୍ତର

Advertisment
ରେଞ୍ଜ ରୋଭର ଦୁର୍ଘଟଣାରେ ଆଖିବୁଜିଲେ ଯୁବତୀ: ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବ୍ରେନଡେଡ ଘୋଷଣା କରିଥିଲେ ଡାକ୍ତର

କନକ ବ୍ୟୁରୋ: ରେଞ୍ଜ ରୋଭର ଦୁର୍ଘଟଣାରେ ଆଖିବୁଜିଲେ ଯୁବତୀ । ଚିକିତ୍ସାଧୀନ ଅବସ୍ଥାରେ ଲୋପାମୁଦ୍ରା ସାହୁଙ୍କ ମୃତ୍ୟୁ । ମୃତ୍ୟୁ ଘୋଷଣା କଲେ ଚିକିତ୍ସା କରୁଥିବା ଡାକ୍ତର । କଟକରେ ଚିକିତ୍ସିତ ହେଉଥିଲେ ଲୋପାମୁଦ୍ରା । ଭୁବନେଶ୍ୱର ପାୱାର ହାଉସ ଛକରେ ହୋଇଥିଲା ଦୁର୍ଘଟଣା । ଦୁର୍ଘଟଣା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ପରେ ଯୁବତୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବ୍ରେନଡେଡ ଘୋଷଣା କରିଥିଲେ ଡାକ୍ତର । ଆଇସିୟୁରେ ରଖି ଯୁବତୀଙ୍କୁ ଚିକିତ୍ସା କରାଯାଉଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe