ବଲିଉଡ ଅଭିନେତା ସଂଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ର ଟ୍ରେଲର କିଛି ସମୟ ପୂର୍ବରୁ ରିଲିଜ ହୋଇଛି । ଟ୍ରେଲରେ ସଂଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରୁଥିବା ରଣବୀର କପୁରଙ୍କୁ ଚିହିଁବା ମଧ୍ୟ କଷ୍ଟକର ହୋଇଯାଇଛି । ଟ୍ରେଲରକୁ ଦେଖିଲେ ଲାଗୁଛି ଏହା କୌଣସି ଫିଲ୍ମର ଟ୍ରେଲର ନୁହେଁ ବରଂ ସଂଜୟ ଦତ୍ତଙ୍କ ରିୟଲ ଲାଇଫ ।
ସୂଚନା ଅନୁସାରେ ଟ୍ରେଲର ରିଲିଜ ହେବାରବୁ କିଛି ମିନିଟ ମଧ୍ୟରେ ଏହାକୁ ୩୦ ହଜାରରୁ ଅଧିକ ଭ୍ୟୁଜ ମିଳି ସାରିଛି । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀରଙ୍କ ବ୍ୟତିତ ପରେଶ ରାୱଲ, ଦିୟା ମିର୍ଜା, ସୋନମ କପୁର, ଅନୁଷ୍କା ଶର୍ମା ମଧ୍ୟ ନଜର ଆସିବେ । ଫିଲ୍ମ ଜୁନ ୭ରେ ରିଲିଜ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/maxresdefault-1-1.jpg)
/kanak/media/post_attachments/wp-content/uploads/2018/05/maxresdefault-19-300x169.jpg)