୪ଫେରାକୁ ନେଇ ଚର୍ଚ୍ଚାରେ ରଣବୀର-ଆଲିଆ ଭଟ୍ଟ: ବିବାହ ବେଳେ ୭ବଦଳରେ ନେଲେ ୪ଫେରା   

Advertisment
୪ଫେରାକୁ ନେଇ ଚର୍ଚ୍ଚାରେ ରଣବୀର-ଆଲିଆ ଭଟ୍ଟ: ବିବାହ ବେଳେ ୭ବଦଳରେ ନେଲେ ୪ଫେରା   

କନକ ବ୍ୟୁରୋ: ୭ଫେରା ନୁହେଁ ୪ଫେରାରେ ସରିଲା ବିବାହ । ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ପରେ ଏବେ ଏହି ଚର୍ଚ୍ଚା ଜୋର ଧରିଛି । ଏନେଇ ସୂଚନା ଦେଇଛନ୍ତି ଆଲିଆ ଭଟ୍ଟଙ୍କ ଭାଇ ରାହୁଲ ଭଟ୍ଟ । ତେବେ କପୁର ପରିବାରର ପାରିବାରିକ ବ୍ରାହ୍ମଣଙ୍କ ପରାମର୍ଶ କ୍ରମେ ଏପରି ବିବାହ ହୋଇଥିବା ସେ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe