କ୍ୟାବିନେଟରୁ ରମେଶ ପୋଖରୀଆଲ ନିଶଙ୍କ ବିଦାହେବା ନେଇ ଚର୍ଚ୍ଚା । ସେପଟେ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ କ୍ୟାବିନେଟରୁ ଇସ୍ତଫା ଦେବା ନେଇ ସୂଚନା

Advertisment
କ୍ୟାବିନେଟରୁ ରମେଶ ପୋଖରୀଆଲ ନିଶଙ୍କ ବିଦାହେବା ନେଇ ଚର୍ଚ୍ଚା । ସେପଟେ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ କ୍ୟାବିନେଟରୁ ଇସ୍ତଫା ଦେବା ନେଇ ସୂଚନା

କନକ ବ୍ୟୁରୋ: କ୍ୟାବିନେଟରୁ ରମେଶ ପୋଖରୀଆଲ ନିଶଙ୍କ ବିଦା ହେବା ନେଇ ଚର୍ଚ୍ଚା ହେଉଛି । ଅସୁସ୍ଥତା କାରଣରୁ ହଟାଇ ଦିଆଯାଇଥିବା ସୂଚନା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଥିଲେ ରମେଶ ପୋଖରୀଆଲ ନିଶଙ୍କ । ସେହିପରି ସନ୍ତୋଷ ଗଙ୍ଗୱାର କ୍ୟାବିନେଟରୁ ଇସ୍ତଫା ଦେବା ନେଇ ସୂଚନା ମିଳୁଛି । ଏହାସହ ମନ୍ତ୍ରୀ ସଦାନନ୍ଦ ଗୌଡ ମଧ୍ୟ କ୍ୟାବିନେଟରୁ ହଟି ପାରନ୍ତି ।

ପଶ୍ଚିମବଙ୍ଗରୁ ସାଂସଦ ଦେବୋଶ୍ରୀ ଚୌଧୁରୀ ମଧ୍ୟ ବିଦା ହୋଇ ପାରନ୍ତି । ପଶ୍ଚିମବଙ୍ଗରୁ ଏଥର କ୍ୟାବିନେଟରେ ନୂଆ ଚେହେରାଙ୍କୁ ସ୍ଥାନ ମିଳିପାରେ । ତେବେ ଆହୁରି ଅନେକ ନୂଆ ଚେହେରାଙ୍କୁ ନେଇ ଚର୍ଚ୍ଚା ଜୋର ଧରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe