ରମେଶ ଜେନା ଲିଙ୍କ୍ ମାମଲାରେ ଗିରଫ ହୋଇଥିବା ସାଇ ପଟ୍ଟନାୟକଙ୍କ ବଢୁଛି ଅଡୁଆ

Advertisment
ରମେଶ ଜେନାଙ୍କୁ ଦିନିକିଆ ରିମାଣ୍ଡରେ ନେଲା ପୁଲିସ

ରମେଶ ଜେନା ଲିଙ୍କ ମାମଲା । ରମେଶ ଜେନାଙ୍କ ସହ ସମ୍ପର୍କ ନେଇ ଗିରଫ ହୋଇଥିବା ସାଇ ପଟ୍ଟନାୟକଙ୍କ ଅଡୁଆ ବଢୁଛି । ତାଙ୍କ ନାଁରେ ଆଉ ୨ଟି ମାମଲା ରୁଜୁ ହୋଇଛି । ସାଇଙ୍କ ବିରୋଧରେ ସଦର ଥାନା ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି । ତେବେ ଜମି ହଡପ ମାମଲାରେ ସାଇ ପଟ୍ଟନାୟକ ଗିରଫ ହୋଇ ୩ ଦିନିଆ ରିମାଣ୍ଡରେ ଯାଇଥିଲେ । ତେବେ ଗତକାଲି ତାଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe