ଜୋରସୋରରେ ଚାଲିଛି ରାମ ମନ୍ଦିର କାମ । ମନ୍ଦିର କାର୍ଯ୍ୟଶାଳାରେ ଜୋରସୋରରେ ଚାଲିଛି ପଥର ଖୋଦେଇ କାମ

Advertisment
ଜୋରସୋରରେ ଚାଲିଛି ରାମ ମନ୍ଦିର କାମ । ମନ୍ଦିର କାର୍ଯ୍ୟଶାଳାରେ ଜୋରସୋରରେ ଚାଲିଛି ପଥର ଖୋଦେଇ କାମ

କନକ ବ୍ୟୁରୋ : ଅଯୋଧ୍ୟାରେ ଆଗେଇ ଚାଲିଛି ରାମମନ୍ଦିର ନିର୍ମାଣକାମ । ଏବେ ରାମ ମନ୍ଦିର କାର୍ଯ୍ୟଶାଳାରେ ଜୋରସୋରରେ ଚାଲିଛି ପଥର ଖୋଦେଇ କାମ । ମନ୍ଦିରର ସ୍ତମ୍ଭ ଗୁଡିକରେ ଲାଗିବାକୁ ଥିବା ଏହି ସ୍ତମ୍ଭ ଗୁଡିକୁ ଅତି ନିଖୁଣ ଭାବେ ଖୋଦେଇ କରୁଛନ୍ତି କୁଶଳୀ କାରିଗର ।

ଖୋଦେଇ ସରିବା ପରେ ଏହି ପଥରକୁ ମନ୍ଦିର ନିର୍ମାଣ ପାଇଁ ଗଛିତ ରଖାଯାଉଥିବା ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହି ଅବସରରେ ବିଶେଷ ପୂଜାର୍ଚନା ପରେ ଖୋଦେଇ ପଥରକୁ ସ୍ଥାନାନ୍ତର କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe