କନକ ବ୍ୟୁରୋ : ଅଯୋଧ୍ୟାରେ ଆଗେଇ ଚାଲିଛି ରାମମନ୍ଦିର ନିର୍ମାଣକାମ । ଏବେ ରାମ ମନ୍ଦିର କାର୍ଯ୍ୟଶାଳାରେ ଜୋରସୋରରେ ଚାଲିଛି ପଥର ଖୋଦେଇ କାମ । ମନ୍ଦିରର ସ୍ତମ୍ଭ ଗୁଡିକରେ ଲାଗିବାକୁ ଥିବା ଏହି ସ୍ତମ୍ଭ ଗୁଡିକୁ ଅତି ନିଖୁଣ ଭାବେ ଖୋଦେଇ କରୁଛନ୍ତି କୁଶଳୀ କାରିଗର ।
ଖୋଦେଇ ସରିବା ପରେ ଏହି ପଥରକୁ ମନ୍ଦିର ନିର୍ମାଣ ପାଇଁ ଗଛିତ ରଖାଯାଉଥିବା ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହି ଅବସରରେ ବିଶେଷ ପୂଜାର୍ଚନା ପରେ ଖୋଦେଇ ପଥରକୁ ସ୍ଥାନାନ୍ତର କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/48-1.jpg)