କ୍ଷମା ମାଗିଲେ ରାମୁ

କ୍ଷମା ମାଗିଲେ ରାମୁ

ଟୁଇଟକୁ ନେଇ ଝଡ । ବିବାଦୀୟ ଟୁଇଟକୁ ନେଇ ଏବେ ସମାଲୋଚନା ଘେରରେ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା । ରର୍ବୋଟ ୨ ସେଟରୁ ରଜନୀକାନ୍ତ ଓ ଆମି ଜାକସନଙ୍କ ଫଟୋକୁ ଦେଖି ବିବାଦୀୟ ଟିପ୍ପଣୀ ଦେଇଛନ୍ତିି ରାମୁ । ରଜନୀ ଦେଖିବାକୁ ସୁନ୍ଦର ହୋଇନଥିଲେ ବି ଜଣେ ସୁପରଷ୍ଟାର ହୋଇପାରିଛନ୍ତି ବୋଲି ଟୁଇଟ କରିଥିଲେ ରାମୁ । ରାମୁଙ୍କ ଏହି ଟୁଇଟକୁ ନେଇ ବିଭିନ୍ନ୍ ପ୍ରତିକ୍ରିୟା ପ୍ରକାଶ ପାଉଥିବାବେଳେ ସମାଲୋଚନାର ଶିକାର ହେବାକୁ ପଡିଛି । ଅନ୍ୟପଟେ ଏହାକୁ ନେଇ ସଫେଇ ଦେଇଛନ୍ତି ରାମୁ । ରଜନୀଙ୍କ ପ୍ରଶଂସା ସେ କରଛନ୍ତି । ଫ୍ୟାନମାନେ ତାଙ୍କ ପ୍ରଶଂସାକୁ ବିବାଦୀୟ ବୟାନରେ ପରିଣତ କରିଥିବା କହିଛନ୍ତି ରାମ ଗୋପାଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe