ଚିଟ୍‌ଫଣ୍ଡ ଠକେଇରେ ଗିରଫ ହୋଇ ଜେଲରେ ଥିବା ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା ଅସୁସ୍ଥ !

Advertisment
ଚିଟ୍‌ଫଣ୍ଡ ଠକେଇରେ ଗିରଫ ହୋଇ ଜେଲରେ ଥିବା ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା ଅସୁସ୍ଥ !

Image Courtesy : http://pragativadi.com

କନକ ବ୍ୟୁରୋ : ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଂସଦା ରବିବାର ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ହାଂସଦାଙ୍କ ସ୍ପାଇନାଲ କଡ଼ରେ ସମସ୍ୟା ଥିବାରୁ ସେ ଅସୁୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ନବଦିଗନ୍ତ ଚିଟ୍‌ଫଣ୍ଡ ମାମଲାରେ ହାଂସଦା ଜେଲ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe