କନକ ବ୍ୟୁରୋ: ଏବେ ରାକ୍ଷୀ ସାୱନ୍ତଙ୍କ ସମୟ ଭାରି ଖରାପ ଚାଲିଛି । ନିକଟରେ ଆଦିଲ ଖାନଙ୍କ ସହ ବିବାହକୁ ରାକ୍ଷୀ ଚର୍ଚ୍ଚାରେ ଥିବାବେଳେ ଏବେ ମୁମ୍ବାଇ ପୁଲିସ ତାଙ୍କୁ ଗିରଫ କରିଛି । ଏହାର କାରଣ ଶର୍ଲିନ ଚୋପ୍ରା ବୋଲି କୁହାଯାଉଛି ।
ରାକ୍ଷୀଙ୍କ ଗିରଫଦାରୀକୁ ନେଇ ଶର୍ଲିନ ଚୋପ୍ରା ଟ୍ୱିଟ୍ କରି ଜଣାଇଛନ୍ତି । କିଛି ଦିନ ପୂର୍ବରୁ ଶର୍ଲିନ ଚୋପ୍ରା ମୁମ୍ବାଇ ପୁଲିସରେ ରାକ୍ଷୀ ସୱେନ୍ତଙ୍କ ନାଁରେ ଅଭିଯୋଗ କରିଥିଲେ । ଏହି ମାମଲାରେ ପୁଲିସ ଆକ୍ସନ ମୋଡରେ ଆସି ରାକ୍ଷୀଙ୍କୁ ଗିରଫ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/rakhi.jpg)