ମୋତେ ଗିରଫ କର କିମ୍ବା ଖେଳାଳୀଙ୍କୁ ମୁକ୍ତ କର... କୁସ୍ତି ଖେଳାଳୀଙ୍କ ସମର୍ଥନରେ ଦିଲ୍ଲୀ ସୀମାରେ ରାକେଶ ଟିକାୟତ

Advertisment
ମୋତେ ଗିରଫ କର କିମ୍ବା ଖେଳାଳୀଙ୍କୁ ମୁକ୍ତ କର... କୁସ୍ତି ଖେଳାଳୀଙ୍କ ସମର୍ଥନରେ ଦିଲ୍ଲୀ ସୀମାରେ ରାକେଶ ଟିକାୟତ

କନକ ବ୍ୟୁରୋ: କୁସ୍ତି ଖେଳାଳୀଙ୍କ ବିରୋଧରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ରାଜନୈତିକ ପାଣିପାଗ ପୁଣି ଗରମ ହୋଇଛି । ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ ଟ୍ୱିଟ କରି କୁସ୍ତି ଖେଳାଳୀଙ୍କ ସମର୍ଥନ କରିଛନ୍ତି । ବର୍ତ୍ତମାନ ଖବର ଆସିଛି ଯେ କୃଷକ ନେତା ରାକେଶ ଟିକାୟତ ଖେଳାଳୀଙ୍କ ପାଇଁ ସାମ୍ନାକୁ ଆସିଛନ୍ତି । ସେ କହିଛନ୍ତି ଶୀଘ୍ର ଖେଳାଳୀମାନଙ୍କୁ ଛଡାଯାଉ । ପରେ ଆମକୁ ଗିରଫ କରାଯାଉ । ଅସଲରେ ରାକେଶ ଟିକାୟତ ନିଜର ସମର୍ଥକମାନଙ୍କ ସହ ଦିଲ୍ଲୀରେ ପ୍ରବେଶ କରିବାକୁ ଚାହୁଁଥିଲେ । ତେବେ ସୀମାରେ ତାଙ୍କୁ ରୋକିଛି ପୁଲିସା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe