ସିନେମା ‘କ୍ରିସ ଫୋର’ର ନିର୍ଦ୍ଦେଶନା ଦେବେ ହ୍ରିତିକ ରୋଶନ । ନିକଟରେ ଶୁଣିବାକୁ ମିଳୁଥିବା ଏହି ଖବରରେ ଏବେ ପଡିଛି ପୂର୍ଣ୍ଣଛେଦ । କାରଣ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଲଗାଇଛନ୍ତି ବାପା ରାକେଶ ରୋଶନ ।
ହ୍ରିତିକ ନିର୍ଦ୍ଦେଶନା ମଇଦାନକୁ ଓହ୍ଲାଇବେନି ବଂର ନିଜର ଅଭିନୟ ଜାରି ରଖିବେ ବୋଲି ବାପା ରାକେଶ ରୋଶନ ସ୍ପଷ୍ଟ କରିଛନ୍ତି । ହୋମ ପ୍ରଡକ୍ସନରେ ନିର୍ମିତ ‘କ୍ରିସ ଫୋର’ ସିନେମାରେ ହ୍ରିତିକି ଡବଲ ଅବତାରରେ ନଜର ଆସିବେ । ତେଣୁ ସେ ଏଥିପାଇଁ ଅଧିକ ପରିଶ୍ରମ କରୁଥିବା ରାକେଶ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/Capture-32.jpg)