କନକ ବ୍ୟୁରୋ : ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ । ବଡ ନୋଟ୍ ଅଚଳ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗୃହ କାର୍ଯ୍ୟ ଆରମ୍ଭରୁ ଆଲୋଚନା ପାଇଁ ବିରୋଧୀ ଅଡିଥିବା ବେଳେ ସରକାର ଏଥିରେ ରାଜି ହୋଇଥିଲେ । ପ୍ରଥମ ଦିନର ଆଲୋଚନା ଶେଷ ହୋଇଥିବା ବେଳେ ଆଜି ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି ।
ସଂସଦ ଶୀତ ଅଧିବେଶନରେ ନୋଟ୍ ବ୍ୟାନ୍ ତାତି : ଆଜି ବି ହେବ ଆଲୋଚନା
/kanak/media/post_attachments/wp-content/uploads/2016/11/1-2.png)