ରାଜ୍ୟସଭା ପାଇଁ ଭୋଟିଂ ଆରମ୍ଭ । ୧୫ ଆସନ ପାଇଁ ଲଢେଇ..

Advertisment
ରାଜ୍ୟସଭା ପାଇଁ ଭୋଟିଂ ଆରମ୍ଭ । ୧୫ ଆସନ ପାଇଁ ଲଢେଇ..

କନକ ବ୍ୟୁରୋ: ଦେଶର ୧୫ଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ନିର୍ବାଚନରେ ୫୬ଟି ରାଜ୍ୟସଭା ଆସନରେ ନୂଆ ସଦସ୍ୟ ମିିଳିବେ, ସେଥିମଧ୍ୟରୁ ୪୧ଟି ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇସାରିଛି। ଅବଶିଷ୍ଟ ୧୫ଟି ଆସନ ପାଇଁ ଆଜି ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ମତଦାନ ହେବ। ଏହାପରେ ଅପରାହ୍ନ ୫ଟାରୁ ଭୋଟ ଗଣତି ଆରମ୍ଭ ହୋଇ ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe