କନକ ବ୍ୟୁରୋ : ରାଜନଗରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୫ଟି ପରିବାରର ୧୩ ବଖରା ଘର । ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ରାଜନଗର ଗାଁର ନିତ୍ୟାନନ୍ଦ ମିଶ୍ରଙ୍କ ଘରେ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ ସାଙ୍ଗେ ସାଙ୍ଗେ ୫ଟି ପରିବାରର ୧୩ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଲୋକଙ୍କ ଘର ପୋଡ଼ି ପାଉଁଶ ହୋଇଥିଲେ ସହାୟତା ମିଳିନଥିବାରୁ କ୍ଷତିଗ୍ରସ୍ତ ପରିବାର ଲୋକେ ଏହାର ପ୍ରତିବାଦ କରି ରାଜନଗର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।
ରାଜନଗରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୫ଟି ପରିବାରର ୧୩ ବଖରା ଘର
/kanak/media/post_attachments/wp-content/uploads/2021/04/13-25.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)