କନକ ବ୍ୟୁରୋ: ଇସ୍ତଫା ଦେଲେ ଉପବାଚସ୍ପତି ରଜନୀକାନ୍ତ ସିଂ । ଜୁନ୍ ୨୦୧୯ରୁ ଏଯାଏଁ ଉପବାଚସ୍ପତି ଦାୟିତ୍ୱରେ ଥିଲେ । ତେବେ ଇସ୍ତଫା ପରେ ରଜନୀକାନ୍ତଙ୍କୁ ସାଂଗଠନିକ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି । ଆଜି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ରଜନୀକାନ୍ତ । ତାଙ୍କର ଇସ୍ତଫା ପରେ କାହାକୁ ଏହି ପଦ ଦିଆଯିବ ସେ ନେଇ ଚର୍ଚ୍ଚା ହେଉଛି ।
ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂ । ରଜନୀକାନ୍ତଙ୍କୁ ସାଙ୍ଗଠନିକ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା
/kanak/media/post_attachments/wp-content/uploads/2023/11/24-7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)