ସୁଟିଂ ସେଟରେ ଆହତ ହେଲେ ସୁପରଷ୍ଟାର ରଜନୀକାନ୍ତ

ସୁଟିଂ ସେଟରେ ଆହତ ହେଲେ ସୁପରଷ୍ଟାର ରଜନୀକାନ୍ତ

source- bollywoodlife.com

ତାମିଲ ଫିଲ୍ମ ଅଭିନେତା ରଜନୀକାନ୍ତ ସୁଟିଂ ସେଟରେ ଆହତ ହୋଇଛନ୍ତି। ଚେନ୍ନାଇ କେଲାମ୍ବକମ୍‌ରେ ସୁଟିଂ ବେଳେ ସେ ଖସି ପଡ଼ିଛନ୍ତି । ସୁପରଷ୍ଟାର ରଜନୀକାନ୍ତ ତାଙ୍କର ଆଗାମୀ ସିନେମା‘୨.୦’ର ସୁଟିଂ ଚେନ୍ନାଇରେ କରୁଥିବା ସମୟରେ ସୁଟିଂ ସେଟରେ ପଡ଼ିଯିବାରୁ ତାଙ୍କ ଡାହାଣ ଗୋଡ଼ର ଅଣ୍ଠୁରେ ଆଘାତ ଲାଗିଛି। ତାଙ୍କୁ ତତ୍‌କ୍ଷଣାତ ଏକ ବେସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ରଜନୀକାନ୍ତଙ୍କ ଫିଲ୍ମ ‘୨.୦’ ୨୦୧୭ ଦୀପାବଳିରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe