ଇଣ୍ଡିଆ ଟୁଡେ ଗ୍ରୁପର କନସଲଟିଙ୍ଗ ଏଡିଟରଙ୍କ ଟ୍ୱିଟ : ତଥାଗତଙ୍କ ପରେ ରାଜଦୀପଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା

Advertisment
ଇଣ୍ଡିଆ ଟୁଡେ ଗ୍ରୁପର କନସଲଟିଙ୍ଗ ଏଡିଟରଙ୍କ ଟ୍ୱିଟ : ତଥାଗତଙ୍କ ପରେ ରାଜଦୀପଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଥିବା ସାଂସଦ ତଥଗତ ସତପଥୀଙ୍କ ଟ୍ୱିଟ୍ ପରେ ଆଜି ଇଣ୍ଡିଆ ଟୁଡେ ଗ୍ରୁପର କନସଲଟିଙ୍ଗ ଏଡିଟର ରାଜଦୀପ ସରଦେଶାଇ ଅନୁରୁପ ଟ୍ୱିଟ୍ କରିଛନ୍ତି । ରାଜଦୀପ କହିଛନ୍ତି, ଭୁବନେଶ୍ୱରରେ ବିଜେପିର କାର୍ଯ୍ୟକାରୀଣି ପୂର୍ବରୁ ବିଜେଡିକୁ ଭାଂଗିବା ପାଇଁ ବିଜେପି ଚେଷ୍ଟା କରୁଛି । କଂଗ୍ରେସ ଭଳି ବିଜେପି ମଧ୍ୟ ଜୋଡ-ତୋଡ ରାଜନୀତିରେ ମାତିଛି ବୋଲି ରାଜଦୀପ ଟ୍ୱିଟ୍ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ - 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe