କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଥିବା ସାଂସଦ ତଥଗତ ସତପଥୀଙ୍କ ଟ୍ୱିଟ୍ ପରେ ଆଜି ଇଣ୍ଡିଆ ଟୁଡେ ଗ୍ରୁପର କନସଲଟିଙ୍ଗ ଏଡିଟର ରାଜଦୀପ ସରଦେଶାଇ ଅନୁରୁପ ଟ୍ୱିଟ୍ କରିଛନ୍ତି । ରାଜଦୀପ କହିଛନ୍ତି, ଭୁବନେଶ୍ୱରରେ ବିଜେପିର କାର୍ଯ୍ୟକାରୀଣି ପୂର୍ବରୁ ବିଜେଡିକୁ ଭାଂଗିବା ପାଇଁ ବିଜେପି ଚେଷ୍ଟା କରୁଛି । କଂଗ୍ରେସ ଭଳି ବିଜେପି ମଧ୍ୟ ଜୋଡ-ତୋଡ ରାଜନୀତିରେ ମାତିଛି ବୋଲି ରାଜଦୀପ ଟ୍ୱିଟ୍ କରିଛନ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/rajdeep.jpg)