ବିବାହ ବନ୍ଧନରେ ବାନ୍ଧି ହେଲେ ନୀଲ! ମୁମ୍ବାଇର ଜଣେ ନାମକରା ଶିଳ୍ପପତିଙ୍କ ଝିଅକୁ କଲେ ବିବାହ

ବିବାହ ବନ୍ଧନରେ ବାନ୍ଧି ହେଲେ ନୀଲ! ମୁମ୍ବାଇର ଜଣେ ନାମକରା ଶିଳ୍ପପତିଙ୍କ ଝିଅକୁ କଲେ ବିବାହ

Source: static.dnaindia.com

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଜଗତର ବହୁ ପ୍ରତିକ୍ଷିତ ଅଭିନେତା ନୀଲନୀତିନ ମୁକେଶ । ବଲିଉଡର ଏହି ଅଭିନେତାଙ୍କ ବିବାହ ଉଦୟପୁରରେ ସଂପନ୍ନ ହୋଇଛି । ଆଉ ତାଙ୍କର ଜୀବନସାଥୀ ହୋଇଛନ୍ତି ରୁକ୍ମଣୀ । ନୀଲ ଅଭିନୟ ଜଗତ ସହ ସମ୍ପୃକ୍ତ ଥିବା ବେଳେ ମୁମ୍ବାଇର ଜଣେ ପ୍ରଭାବଶାଳୀ ଶିଳ୍ପପତିଙ୍କ ଝିଅ ହେଲେ ରୁକ୍ମଣୀ ।

ତେବେ ଉଦୟପୁରରେ ଆୟୋଜିତ ଏହି ଅଭିନେତାଙ୍କ ବାହାଘରରେ ବହୁ କଳାକାରଙ୍କ ଭିଡ ଜମିଥିଲା । ଲେକ୍ ସିଟିରେ ଆୟୋଜିତ ବାହାଘରରେ ପାଖାପାଖି ୫୦୦ ରୁ ଅଧିକ ଅତିଥି ପହଁଚି ଏହି ନୂଆ ଯୋଡିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe