ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଜଗତର ବହୁ ପ୍ରତିକ୍ଷିତ ଅଭିନେତା ନୀଲନୀତିନ ମୁକେଶ । ବଲିଉଡର ଏହି ଅଭିନେତାଙ୍କ ବିବାହ ଉଦୟପୁରରେ ସଂପନ୍ନ ହୋଇଛି । ଆଉ ତାଙ୍କର ଜୀବନସାଥୀ ହୋଇଛନ୍ତି ରୁକ୍ମଣୀ । ନୀଲ ଅଭିନୟ ଜଗତ ସହ ସମ୍ପୃକ୍ତ ଥିବା ବେଳେ ମୁମ୍ବାଇର ଜଣେ ପ୍ରଭାବଶାଳୀ ଶିଳ୍ପପତିଙ୍କ ଝିଅ ହେଲେ ରୁକ୍ମଣୀ ।
ତେବେ ଉଦୟପୁରରେ ଆୟୋଜିତ ଏହି ଅଭିନେତାଙ୍କ ବାହାଘରରେ ବହୁ କଳାକାରଙ୍କ ଭିଡ ଜମିଥିଲା । ଲେକ୍ ସିଟିରେ ଆୟୋଜିତ ବାହାଘରରେ ପାଖାପାଖି ୫୦୦ ରୁ ଅଧିକ ଅତିଥି ପହଁଚି ଏହି ନୂଆ ଯୋଡିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/nil.jpg)