କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ । ତେଣୁ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ଦଳ । ଏହି ମ୍ୟାଚ ଉଭ୍ୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ଦୁଇ ଦଳ ମ୍ୟାଚ ଜିତିବାକୁ ଜୋରଦାର ପ୍ରୟାସ କରିବେ ।
ଆଜିର ମ୍ୟାଚରେ ରାଜସ୍ଥାନ ଦଳରେ କିଛି ପରିବର୍ତ୍ତନ ହୋଇପାରେ । କାରଣ ଦଳରେ ମନନ ଭୋରାଙ୍କୁ ବସାଇ ଯଶସ୍ୱୀ ଜୟସ୍ୱାଲଙ୍କୁ ସ୍ଥାନ ମିଳିପାରେ । ସେପଟେ ଲୁଙ୍ଗି ଏନଗିଡି ମଧ୍ୟ ନିଜ କ୍ୱାଣ୍ଣ୍ାଇନ ଅବଧି ଶେଷ କରି ସାରିଛନ୍ତି । ତେଣୁ ତାଙ୍କୁ ଦଳରେ ସ୍ଥାନ ମିଳିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/157802-wstgnmsqvc-1618813319.jpg)