କନକ ବ୍ୟୁରୋ: ପୁରୀ ବୀରଗୋବିନ୍ଦପୁରର ପ୍ରସିଦ୍ଧ ଦକ୍ଷିଣକାଳୀ ପୀଠରେ ଚାଲିଛି ମାଙ୍କ ପୂଜାର୍ଚନା । କୋଭିଡ କଟକଣାଯୋଗୁଁ ଏଥର ଭକ୍ତଙ୍କ ଗହଳି ନାହିଁ । କିନ୍ତୁ ରୀତିନୀତି ଅନୁସାରେ ପୂଜା ହେଉଛି । ଆଜି ମାଙ୍କ ରାଜରାଜେଶ୍ୱରୀ ବେଶ ହୋଇଛି । ଏଥିପାଇଁ ବୀରଗୋବିନ୍ଦପୁରରେ ୧୪୪ ଧାରା ବଳବତର ରହିଛି ।
ବୀରଗୋବିନ୍ଦପୁରରେ ଚାଲିଛି ପ୍ରସିଦ୍ଧ ମା’ ଦକ୍ଷିଣକାଳୀଙ୍କ ପୂଜା: ଆଜି ରାଜରାଜେଶ୍ୱରୀ ବେଶ; କରୋନା କଟକଣା ଯୋଗୁଁ ଭକ୍ତଙ୍କୁ ଦର୍ଶନ ମନା
/kanak/media/post_attachments/wp-content/uploads/2020/11/vlcsnap-2020-11-15-09h07m18s159.png)