ନିର୍ବାଚନ ପ୍ରଚାର ବେଳେ ରାଜା ସ୍ୱାଇଁଙ୍କ ଭାବବିହ୍ୱଳ ନିବେଦନ । କହିଲେ, ଏହା ତାଙ୍କର ଶେଷ ନିର୍ବାଚନ ଲଢେଇ । ସେବା ପାଇଁ ଶେଷ ଥର ସୁଯୋଗ ଦେବାକୁ କଲେ ଅପିଲ

Advertisment
ନିର୍ବାଚନ ପ୍ରଚାର ବେଳେ ରାଜା ସ୍ୱାଇଁଙ୍କ ଭାବବିହ୍ୱଳ ନିବେଦନ । କହିଲେ, ଏହା ତାଙ୍କର ଶେଷ ନିର୍ବାଚନ ଲଢେଇ । ସେବା ପାଇଁ ଶେଷ ଥର ସୁଯୋଗ ଦେବାକୁ କଲେ ଅପିଲ

କନକ ବ୍ୟୁରୋ : ଏ ନିର୍ବାଚନ ଲଢେଇ ଶେଷ ଲଢେଇ । ସଭାମଞ୍ଚରେ ଆଠଗଡବାସୀଙ୍କୁ ମନଖୋଲି ହୃଦୟର ଏହି କଥା କହିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ରାଜା ସ୍ୱାଇଁ । ସଭାକୁ ସମ୍ବୋଧିତ କରି କହିଛନ୍ତି ଆଠଗଡରୁ ଦୀର୍ଘ ସମୟ ହେଲା ଲଗାତାର ବିଧାୟକ ରହିଆସିଛନ୍ତି ।

ଏଇଟା ତାଙ୍କର ଶେଷ ନିର୍ବାଚନ ଲଢେଇ, ତେଣୁ ଆଠଗଡବାସୀଙ୍କ ସେବା କରିବା ପାଇଁ ଶେଷ ଥର ସୁଯୋଗ ଦେବାକୁ ରାଜା ସ୍ୱାଇଁ ଅପିଲ କରିଛନ୍ତି । ସଭାରେ ଉପସ୍ଥିତ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ରାଜାଙ୍କର ଏଥର ଶେଷ ଲଢେଇ, ତେଣୁ ବିପୁଳ ଭୋଟ ଦେଇ ବିଜୟୀ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe