ରାଜ୍ କୁନ୍ଦ୍ରାଙ୍କୁ ଆଶ୍ୱସ୍ତି: ଜାମିନ ମଞ୍ଜୁର କଲେ କୋର୍ଟ

ରାଜ୍ କୁନ୍ଦ୍ରାଙ୍କୁ ଆଶ୍ୱସ୍ତି: ଜାମିନ ମଞ୍ଜୁର କଲେ କୋର୍ଟ

କନକ ବ୍ୟୁରୋ: ଅଶ୍ଲୀଳ ଭିଡିଓ ପ୍ରସ୍ତୁତ ମାମଲାରେ ରାଜ କୁନ୍ଦ୍ରାଙ୍କ ଜାମିନ ମଞ୍ଜୁର ହୋଇଛି । ୫୦ ହଜାର ମୁଚାଲିକାରେ ଜାମିନ ମଞ୍ଜୁର କଲେ କୋର୍ଟ । ରାଜ କୁନ୍ଦ୍ରାଙ୍କ ସହ ତାଙ୍କର ଜଣେ ସହଯୋଗୀଙ୍କୁ ମଧ୍ୟ ଜାମିନ ମିଳିଛି । ମୁମ୍ବାଇର ଏକ କୋର୍ଟ ତାଙ୍କୁ ଜାମିନ ଦେଇଥିବା ସୂଚନା ମିଳିଛି । ରାଜ କୁନ୍ଦ୍ରାଙ୍କ ଉପରେ ଅଶ୍ଲୀଳ ଫିଲ୍ମ ତିଆରି କରିବା ଓ ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାର ଅଭିଯୋଗ ରହିଛି । ୧୯ ଜୁଲାଇରେ ରାଜ କୁନ୍ଦ୍ରାଙ୍କୁ ପଚରାଉଚରା ପରେ ଗିରଫ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe