ରଜ ପାଇଁ ଉତ୍ସବ ମୁଖର ପୁରପଲ୍ଲୀ,ଜୟପୁରରେ ନିଆରା ଢଙ୍ଗରେ ରଜ ପାଳନ । ଝୋଟି ଓ ପିଠା ପ୍ରତିଯୋଗିତାରେ ଭାଗ ନେଲେ ପ୍ରତିଯୋଗୀ ।

Advertisment
ରଜ ପାଇଁ ଉତ୍ସବ ମୁଖର ପୁରପଲ୍ଲୀ,ଜୟପୁରରେ ନିଆରା ଢଙ୍ଗରେ ରଜ ପାଳନ । ଝୋଟି ଓ ପିଠା ପ୍ରତିଯୋଗିତାରେ ଭାଗ ନେଲେ ପ୍ରତିଯୋଗୀ ।

କନକବ୍ୟୁରୋ: ଆଜି ରଜ ସଂକ୍ରାନ୍ତି । ସବୁଠି ଉତ୍ସବ ମୁଖର । ରଜ ଉପଲକ୍ଷେ ଜୟପୁରରେ ଏକ ନିଆରା ଫ୍ୟାସନ ଶୋର ଆୟୋଜନ କରାଯାଇଛି । ଛୋଟ ପିଲାଙ୍କ ଠାରୁ ବିବାହିତା ମହିଳା, ସମସ୍ତେ ଏହି ଫ୍ୟାସନ ଶୋ ପ୍ରତିଯୋଗିତାରେ ଭାଗ ନେଇ ରଜ ଉତ୍ସବକୁ ପାଳନ କରିଛନ୍ତି । ଏହି ଫ୍ୟାସନ ଶୋରେ ପ୍ରଥମେ ଛୋଟ ଛୋଟ ପିଲାମାନେ ନିଜର ଅଭିନୟ ଦେଖାଇଥିଲେ । ପରେ ବଡ଼ଙ୍କର ହୋଇଥିଲା । କିଏ ଆଦିବାସୀ ପୋଷାକରେ ତ ଆଉ କିଏ ଶାଢ଼ି ପିନ୍ଧି ନିଜର ସୁନ୍ଦରତାକୁ ବଖାଣିଥିଲେ । ସହରର ଲେକ ପ୍ଳେସରେ ଆୟୋଜିତ ଏହି ରଜ ଉତ୍ସବରେ ପିଠାପଣା ଓ ଝୋଟି ପ୍ରତିଯୋଗିତା ମଧ୍ୟ ହୋଇଥିଲା । ଦୋଳି ଖେଳ ସାଙ୍ଗକୁ ପାନର ମଜା ବି ରହିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe