କନକ ବ୍ୟୁରୋ : ରେଳମନ୍ତ୍ରୀଙ୍କ ଫେକ ପିଏ ଗିରଫ । ନିଜକୁ ରେଳମନ୍ତ୍ରୀଙ୍କ ପିଏ କହି ଚାକିରୀ ଦେବା ନାଁରେ ଲୁଟୁଥିଲା ଗୋପାଳ ଶତପଥି । ଭୁବନେଶ୍ୱର ରେଳକୁଞ୍ଜରେ ଥିବା ଜିଏମଙ୍କୁ ଫୋନ କରି ଫସିଗଲା ଠକ । ଅଭିଯୁକ୍ତ ବାପା, ପୁଅଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ ।
ରେଳବାଇ ଅଧିକାରୀଙ୍କ ବଦଳି, ଚାକିରୀ ଓ ମେଡିକାଲ ଇକ୍ୟୁପମେଂଟ ଆଦି କରେଇ ଦେବାର ଲୋଭ ଦେଇ ଅଫିସରଙ୍କୁ ଚୁନା ଲଗାଉଥିଲା ଏହି ଠକ । ଦିଲ୍ଲୀରେ ରହି ଗୋଟିଏ ଗ୍ୟାଙ୍ଗ ତିଆରି କରିଥିଲା । ଦିଲ୍ଲୀ ଗାଜିଆବାଦରୁ କରୁଥିଲା ଅପରେସନ । ଭୁବନେଶ୍ୱର ରେଳକୁଂଜରେ ଥିବା ଜିଏମଙ୍କୁ ଅଫିସରଙ୍କ ବଦଳି ନେଇ ଫୋନ କରି ଗିରଫ ହୋଇଛି ଏହି ଠକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/24-24.jpg)