ଭିଜିଲାନ୍ସ ଜାଲରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍

ଭିଜିଲାନ୍ସ ଜାଲରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍

କନକ ବ୍ୟୁରୋ : ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଂଚଳିକ ଅଧିକାରୀଙ୍କ ଘରେ ଚଢାଉ । ଆୟ ବହିର୍ଭୁତ ସମ୍ପତିଠୁଳ ଅଭିଯୋଗରେ ଅଶୋକ କୁମାର ଚାଟାର୍ଜୀଙ୍କ ଘରେ ଛାପା ମରିଛି ଭିଜିଲାନ୍ସ । ଅଶୋକଙ୍କ ବାସଭବନ ସମେତ ଏକକାଳିନ ୭ଟି ସ୍ଥାନରେ ଚଢାଉ ଜାରି ରହିଛି ।

ଭୁବନେଶ୍ୱର ନିରୁପମା ଆପାର୍ଟମେଂଟ, ଗୋହିର ଛକ ଘର ସମେତ ରାୟଗଡା ଅଫିସରେ ଭିଜିଲାନ୍ସ ଅଧିକାରୀ ରେଡ କରିଛନ୍ତି । ଏହାସହ ବାଲେଶ୍ୱରର ଭିମପୁରା ପୈତୃକ ବାସଭବନ ସମେତ କେନ୍ଦ୍ରାପଡା ପଟାମୁଣ୍ଡାଇ ଘରେ ମଧ୍ୟ ଚଢାଉ ଜାରି ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe