କନକ ବ୍ୟୁରୋ : ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଂଚଳିକ ଅଧିକାରୀଙ୍କ ଘରେ ଚଢାଉ । ଆୟ ବହିର୍ଭୁତ ସମ୍ପତିଠୁଳ ଅଭିଯୋଗରେ ଅଶୋକ କୁମାର ଚାଟାର୍ଜୀଙ୍କ ଘରେ ଛାପା ମରିଛି ଭିଜିଲାନ୍ସ । ଅଶୋକଙ୍କ ବାସଭବନ ସମେତ ଏକକାଳିନ ୭ଟି ସ୍ଥାନରେ ଚଢାଉ ଜାରି ରହିଛି ।
ଭୁବନେଶ୍ୱର ନିରୁପମା ଆପାର୍ଟମେଂଟ, ଗୋହିର ଛକ ଘର ସମେତ ରାୟଗଡା ଅଫିସରେ ଭିଜିଲାନ୍ସ ଅଧିକାରୀ ରେଡ କରିଛନ୍ତି । ଏହାସହ ବାଲେଶ୍ୱରର ଭିମପୁରା ପୈତୃକ ବାସଭବନ ସମେତ କେନ୍ଦ୍ରାପଡା ପଟାମୁଣ୍ଡାଇ ଘରେ ମଧ୍ୟ ଚଢାଉ ଜାରି ରହିଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-28-12h47m04s045.png)