ନିର୍ବାଚନ ବେଳେ ଗହଣା ଦୋକୀନଙ୍କ ଘରେ ରେଡ୍ । ଘରୁ ମିିଳିଲା ୭ କୋଟି ନଗଦ ଟଙ୍କା ସହ ସୁନା ,ରୂପା

ନିର୍ବାଚନ ବେଳେ ଗହଣା ଦୋକୀନଙ୍କ ଘରେ ରେଡ୍ । ଘରୁ ମିିଳିଲା ୭ କୋଟି ନଗଦ ଟଙ୍କା ସହ ସୁନା ,ରୂପା

କନକ ବ୍ୟୁରୋ: ନିର୍ବାଚନ ବେଳେ ଗହଣା ଦୋକୀନଙ୍କ ଘରୁ ଜବତ ହେଲା କୋଟି କୋଟି ଟଙ୍କା । କର୍ଣ୍ଣାଟକର ବଲ୍ଲାରୀ ପୁଲିସ କାମବାଲି ବଜାରରେ ହେମା ଜୁଏଲର୍ସ ମାଲିକଙ୍କ ଘରେ ଚଢ଼ଉ କରି ନଗଦ ୭ କୋଟିରୁ ଉର୍ଦ୍ଦ ଟଙ୍କା ଜବତ ହୋଇଛି । ୩ କିଲୋ ସୁନା ଓ ୧୦୩ କିଲୋ ରୂପା ଗହଣା ଜବତ କରିଛି । ଏଥିରେ ୬୮ ଖଣ୍ଡ ରୁପା ଖଣ୍ଡ ରହିଛି । ହେମା ଜୁଏଲର୍ସର ମାଲିକ ନରେଶ ସୋନିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଜବତ ସାମଗ୍ରୀ ଗୁଡ଼ିକ ହାୱାଲା କାରବାରରୁ ମିଳିଥିବା ପୁଲିସ ସନ୍ଦେହ କରୁଛି । ଅଧିକ ତଦନ୍ତ ପାଇଁ ପୁଲିସ ଏକ ମାମଲା ରୁଜୁ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe