ରାଏବରେଲୀରେ ରହିଲେ ୱାୟନାଡ ଛାଡିଲେ ରାହୁଲ! କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଘୋଷଣା

Advertisment
ରାଏବରେଲୀରେ ରହିଲେ ୱାୟନାଡ ଛାଡିଲେ ରାହୁଲ! କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଘୋଷଣା

କନକ ବ୍ୟୁରୋ: କଂଗ୍ରେସର ବଡ ଘୋଷଣା । ୱାୟନାଡ ଛାଡିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଘୋଷଣା କରିଛନ୍ତି ।ଲୋକସଭା ନିର୍ବାଚନରେ ରାହୁଲ ଉଭୟ ରାଏବରେଲୀ ଓ ୱାୟନାଡ ଆସନରେ ବହୁ ଭୋଟ ବ୍ୟବଧାନରେ ଜିତ ହାସଲ କରିଥିଲେ । ତେବେ କେଉଁ ଆସନ ରଖିବେ ଓ କେଉଁ ଆସନ ଛାଡିବେ ତାକୁ ନେଇ ୧୩ଦିନ ହେବ ଯେଉଁ ସସପେନ୍ସ ଚାଲିଛି ତାଉପରେ ଆଜି ବିରାମ ଲାଗିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe