ପୁଣି ପ୍ରଚାର ପାଇଁ ଓଡିଶା ଆସୁଛନ୍ତି ରାହୁଲ,ଖଡଗେ । ବାଲେଶ୍ୱର,ଭଦ୍ରକରେ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର ।

Advertisment
ପୁଣି ପ୍ରଚାର ପାଇଁ ଓଡିଶା ଆସୁଛନ୍ତି ରାହୁଲ,ଖଡଗେ । ବାଲେଶ୍ୱର,ଭଦ୍ରକରେ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର ।

କନକବ୍ୟୁରୋ: ପୁଣି ଓଡିଶା ଆସିବେ ରାହୁଲ ଗାନ୍ଧି । କଂଗ୍ରେସ ବି ଦଳର ହେଭିୱେଟଙ୍କୁ ନେଇ ପ୍ରଚାର କରିବ । ପ୍ରଭାରୀ ଅଜୟ କୁମାର କହିଛନ୍ତି, ୨୯ ତାରିଖରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ୧୧ଟା ବେଳେ ବାଲେଶ୍ୱରରେ ବୈଠକ କରିବେ । ଅପରାହ୍ନ ୩ଟାରେ ଭଦ୍ରକରେ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ସେ ଦିଲ୍ଲୀ ଫେରିଯିବେ । ସେହିଭଳି ରାହୁଲ ଗାନ୍ଧୀ ୩୦ ତାରିଖରେ ସିମୁଳିଆର ସନମହିତପୁର ଆସିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe