କନକ ବ୍ୟୁରୋ : ଓଡିଶାବାସୀଙ୍କୁ କଂଗ୍ରେସ ୫ଗ୍ୟାରେଣ୍ଟି । ସାଲେପୁର କୁଳିଆ ପଡିଆରେ ଆୟୋଜିତ ସମାବେସରେ ଲୋକଙ୍କୁ ଗ୍ୟାରେଣ୍ଟି ଦେଲେ ରାହୁଲ । କଂଗ୍ରେସ ସରକାରକୁ ଆସିଲେ, ଲୋକଙ୍କୁ କେଉଁ କେଉଁ ସୁବିଧା ଦେବ ବୋଲି ଗ୍ୟାରେଣ୍ଟି ଦେଇଛି ଜାଣନ୍ତୁ
- ମହିଳାଙ୍କୁ ମାସିକ ୨ହଜାର ଟଙ୍କା ଲେଖାଏଁ ଦିଆଯିବ
- ବେକାର ଯୁବକଙ୍କୁ ମାସିକ ୩ହଜାର ଟଙ୍କା ମିଳିବ, ସମସ୍ତ ଯୁବକଯୁବତୀଙ୍କୁ ଚାକିରି ଗ୍ୟାରେଣ୍ଟି ।
- ୫ଶହ ଟଙ୍କାରେ ଗ୍ୟାସ୍, ୨୦୦ ୟୁନିଟ୍ ଯାଏଁ ମିଳିବ ମାଗଣା ବିଜୁଳି ।
- ଧାନ ଏମଏସପି ୩ହଜାର ଟଙ୍କା କରାଯିବ, କୃଷକଙ୍କ ଋଣ ଛାଡ ହେବ
- କଂଗ୍ରେସ ସରକାର ଆସିଲେ, ଗରିବ ପରିବାରର ଜଣେ ମହିଳାଙ୍କୁ ଦିଆଯିବ ୧ ଲକ୍ଷ ଟଙ୍କା
କଂଗ୍ରେସ ସରକାରକୁ ଆସିଲେ ଏହି ସବୁ ସୁବିଧା ଲୋକଙ୍କ ମିଳିବ ବୋଲି ସମାବେସରେ ରାଜ୍ୟବାସୀଙ୍କୁ ଗ୍ୟାରେଣ୍ଟି ଦେଇଛନ୍ତି ରାହୁଲ ଗାନ୍ଧୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/04/34-13.jpg)