କନକ ବ୍ୟୁରୋ : ସଦସ୍ୟତା ରଦ୍ଧ ହେବା ପରେ ପ୍ରଥମ ଥର ପାଇଁ କେରଳରେ ପହଁଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ନିଜର ପୂର୍ବତନ ସଂସଦୀୟ କ୍ଷେତ୍ର ୱାୟନାଡ଼ରେ ପହଁଚିଛନ୍ତି ରାହୁଲ । ବିମାନବନ୍ଦରରୁ କାର୍ଯ୍ୟକ୍ରମ ସ୍ଥଳୀ ଯାଏଁ ବିଶାଳ ରୋଡ ଶୋ କରିଛନ୍ତି ଉଭୟ ରାହୁଲ ଓ ପ୍ରିୟଙ୍କା । ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲଙ୍କ ସସଂଦ ସଦସ୍ୟତା ରଦ୍ଧ କରାଯାଇଛି ।ତେଣୁ ଏହି ଆସନ ପାଇଁ ଖୁବ ଶିଘ୍ର ଉପନିର୍ବାଚନ ହେବା ସମ୍ଭାବନା ରହିଛି । ୨୦୧୯ ମସିହାରେ ୪ଲକ୍ଷରୁ ଅଧିକ ଆସନ ସହ ୱାୟନାଡ ସିଟରେ ବିଜୟ ହାସଲ କରିଥିଲେ ରାହୁଲ ଗାନ୍ଧୀ ।

Advertisment