ରାହୁଲ ଗାନ୍ଧିଙ୍କ କନ୍ଧମାଳ ଗସ୍ତ ବାତିଲ ! କାଲି ଆସିବେନି କଂଗ୍ରେସ ଅଧ୍ୟକ୍ଷ ।

ଅଡୁଆରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ! ନାଗରିକତାକୁ ନେଇ ଦେଖାଗଲା ବିବାଦ, ପ୍ରାର୍ଥିତ୍ୱକୁ ନେଇ ହେଲା ଚ୍ୟାଲେଞ୍ଜ

https://aajtak.intoday.in/

କନକ ବ୍ୟୁରୋ : କାଲି ଆସିବେନି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆସନ୍ତାକାଲି ରାହୁଲ କନ୍ଧମାଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ଏହି କାର୍ଯ୍ୟକ୍ରମ ବାତିଲ ହୋଇଛି । ରାହୁଲଙ୍କ କନ୍ଧମାଳ ଗସ୍ତ ବାତିଲ ନେଇ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି । ୨୦୧୯ ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ସମସ୍ତ ରାଜନୈତିକ ଦଳ । ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି । ଜନମତ ହାସଲ ପାଇଁ ଚାଲିଛି ଅଙ୍କକଷା । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଚଳାଇଛନ୍ତି ନେତା । ତେବେ କାହାକୁ ନେତା ଭରସା କରୁଛନ୍ତି, ଆଉ ଜନମତ କାହା ସପକ୍ଷରେ ଯାଉଛି, ତାହା ସମୟ ହିଁ କହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe