କନକ ବ୍ୟୁରୋ : ନିର୍ବାଚନୀ ତାତି ଭିତରେ ଜୋରଦାର ହେଉଛି ବୟାନବାଜୀ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କଟା’କ୍ଷ କଲେ ପ୍ରତିରକ୍ଷାମନ୍ତ୍ରୀ । କେରଳରେ ରାଲି କରି ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି ରାଜନାଥ ସିଂ । ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଦେଶର ଆଦିତ୍ୟମିଶନ ସଫଳ ହେଲା । ଚନ୍ଦ୍ରଯାନ ଥ୍ରୀ ମଧ୍ୟ ଜହ୍ନ ନିକଟରେ ପହଁଲା ଅଥଚ କଂଗ୍ରେସ ନିଜର ବହୁ ପ୍ରତିକ୍ଷିତ ରାହୁଲଯାନକୁ ନା ଲଂଚ କରୁଛି ନା ସେ ଲ୍ୟାଣ୍ଡ ହେଊଛି ।
ଏଥିସହ ଆମେଠି ଆସନ ପାଇଁ ଏବେ ସୁଦ୍ଧା କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ନିଷ୍ପତି ନେଇ ପାରୁନି । ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଆମେଠି ଛାଡି ରାହୁଲ କେରଳରେ ଶରଣ ନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/4-32.jpg)