ୱାଏନାଡରେ ରାଜ କରିବେ ରାହୁଲ ! ୧୨ ଲକ୍ଷରୁ ଅଧିକ ଭୋଟରେ ବିରାଟ ବିଜୟ ଆଡକୁ ଆଗଉଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

Advertisment
ୱାଏନାଡରେ ରାଜ କରିବେ ରାହୁଲ ! ୧୨ ଲକ୍ଷରୁ ଅଧିକ ଭୋଟରେ ବିରାଟ ବିଜୟ ଆଡକୁ ଆଗଉଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

କନକ ବ୍ୟୁରୋ : ୱାଏନାଡ ଲୋକସଭା ଆସନରୁ ବିଶାଳ ବିଜୟ ଆଡକୁ ଅଗ୍ରସର ହେଉଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ପାଖାପାଖି ୧୨ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ବିରୋଧୀଙ୍କୁ ମାତ୍ ଦେଇ ବିଜୟ ଆଡକୁ ଆଗଉଛନ୍ତି ରାହୁଲ ଗାନ୍ଧି । ବର୍ତ୍ତମାନ ସୁଦ୍ଧା ରାହୁଲ ୧୨ ଲକ୍ଷ ୭୬ ହଜାର ୯୭୫ ଖଣ୍ଡ ଭୋଟରେ ଆଗୁଆ ରହିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe