କନକ ବ୍ୟୁରୋ : ସରକାରଙ୍କ ଗୋଟିଏ ବି ନୀତି ଗରିବ ଜନତାଙ୍କ ପାଇଁ ନୁହେଁ, କେବଳ ବଛା ବଛା ତିନି ଚାରି ଜଣ ମିତ୍ରଙ୍କ ପାଇଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଂଜାବର ଫତେଗଡରେ ଆୟୋଜିତ କିଷାନ ବଚାଓ ରାଲିଲେ ସାମିଲ ହୋଇ ଏହା କହିଛନ୍ତି ।
କୃଷି ଆଇନକୁ ବିରୋଧରେ ଫତେଗଡ ଠାରୁ ସାମନା ଯାଏଁ ହୋଇଥିବା ଟ୍ରାକ୍ଟର ରାଲିକୁ ସମ୍ବୋଧନ କରି ରାହୁଲ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ରାଲିକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ୬ ବର୍ଷ ହେଲା ମୋଦି ସରକାର ଗରିବ ଓ ଚାଷୀଙ୍କ ଉପରେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରିଚାଲିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/file7889czhxm6u19504419d-1575712673.jpg)