କନକ ବ୍ୟୁରୋ : କଂଗ୍ରେସର ଭାରତଯୋଡ ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ କେରଳରେ ପହଞ୍ଚିଛି । କେରଳର ରାଜଧାନୀ ଥିରୁଭନନ୍ତପୁରମରେ ରାହୁଲ ଗାନ୍ଧୀ ପଦଯାତ୍ରା କରିବା ସହ ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ କରିଛନ୍ତି । କହିଛନ୍ତି, ଭାରତ ଯୋଡ ଯାତ୍ରାର ଉଦ୍ଦେଶ୍ୟ ହେଉଛି, ଏକ ନିର୍ଦ୍ଧିଷ୍ଟ ବିଚାରଧାରାରୁ ଦେଶରେ ସୃଷ୍ଟି ହୋଇଥିବା ସାଂପ୍ରଦାୟିକତା ଓ ଘୃଣାଭାବକୁ ଦୂର କରି ଭାଇଚାରା ଓ ସଦଭାବନା ବୃଦ୍ଧି କରି ଭାରତକୁ ଏକଜୁଟ କରିବା ।

Advertisment