କନକ ବ୍ୟୁରୋ : ଡାକ୍ତରୀ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ । କଟକ ଏସସିବିରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ରାଗିଂ କରାଯାଇିଥିବା ଅଭିଯୋଗ ହୋଇଛି । କଲେଜର ସିନିୟର ଛାତ୍ରମାନେ ଖରାପ ଭାଷାରେ ଗାଳି ଗୁଲଜ ଓ ଇଂଗିତ କରିଥିବା ଅଭିଯୋଗ କରିଛନ୍ତି ଏମବିବିଏସର ଜଣେ ଚତୁର୍ଥ ବର୍ଷର ଛାତ୍ରୀ । ମଙ୍ଗଳବାଗ ଥାନାରେ ଏନେଇ ମାମଲା ରୁଜୁ କରାଯାଇଛି । ୧୬୧ ଧାରାରେ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି ।
କଟକ ଏସସିବିରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ
/kanak/media/post_attachments/wp-content/uploads/2017/01/vlcsnap-2017-01-26-17h36m39s721.png)