ବିଧାୟକଙ୍କୁ ଫୁଲତୋଡା ଦେଇ ସ୍ୱାଗତ କଲେ : ଗଜରା ମାଳ ପିନ୍ଧାଇ ହିସାବ ନିକାଶ ମାଗିଲେ ଭୋଟର; ରଘୁନାଥପାଲ୍ଲୀ ବିଧାୟକଙ୍କ ହଟହଟାର ଦୃଶ୍ୟ ଭାଇରାଲ

Advertisment
ବିଧାୟକଙ୍କୁ ଫୁଲତୋଡା ଦେଇ ସ୍ୱାଗତ କଲେ : ଗଜରା ମାଳ ପିନ୍ଧାଇ ହିସାବ ନିକାଶ ମାଗିଲେ ଭୋଟର; ରଘୁନାଥପାଲ୍ଲୀ ବିଧାୟକଙ୍କ ହଟହଟାର ଦୃଶ୍ୟ ଭାଇରାଲ

କନକ ବୁରୋ : ବିଧାୟକଙ୍କୁ ଫୁଲତୋଡା ଦେଇ ସ୍ୱାଗତ କଲେ ତା ପରେ ଗଜରା ମାଳ ପିନ୍ଧାଇ ହିସାବ ନିକାଶ ମାଗିଲେ । ଏମିତି ଏକ ରୋଚକ ଦୃଶ୍ୟ ଏବେ ଭାଇରାଲ ହେଉଛି । ରଘୁନାଥପାଲ୍ଲୀ ନିର୍ବାଚନମଣ୍ଡଳୀରେ ଏଭଳି ଘଟଣା ଘଟିଛି । ଏଠାକାର ବିଧାୟକ ସୁବ୍ରତ ତରାଇ ଡ୍ରେନର ଶିଳାନ୍ୟାସ କରିବାକୁ ଯାଇଥିବା ବେଳର ବୋଲି ଜଣାପଡିଛି । ଦୀର୍ଘଦିନ ଧରି ନିର୍ବାଚନମଣ୍ଡଳୀକୁ ଆସୁନଥିଲେ ବିଧାୟକ । ଆଉ ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା । ଆଉ ରବିବାର ପୂର୍ବାହ୍ନରେ କବିସମ୍ରାଟପଲ୍ଲୀ ବସ୍ତିକୁ ଯାଇଥିବାବେଳେ ଏଭଳି ଘଟଣା ଘଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe