ଚର୍ଚ୍ଚାରେ ରାଧାରାଣୀ ପଣ୍ଡାଙ୍କ ନାମାଙ୍କନ : ଜ୍ୟୋତିଷ ତିଥି ଦେଇଥିବାରୁ ନାମାଙ୍କନ ଦାଖଲର ଶେଷଦିନ ପୂର୍ବରୁ ପ୍ରାର୍ଥୀପତ୍ର ଦାଖଲ କଲେ

Advertisment
ଚର୍ଚ୍ଚାରେ ରାଧାରାଣୀ ପଣ୍ଡାଙ୍କ ନାମାଙ୍କନ : ଜ୍ୟୋତିଷ ତିଥି ଦେଇଥିବାରୁ ନାମାଙ୍କନ ଦାଖଲର ଶେଷଦିନ ପୂର୍ବରୁ ପ୍ରାର୍ଥୀପତ୍ର ଦାଖଲ କଲେ

କନକ ବ୍ୟୁରୋ : ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଗତକାଲି ପ୍ରାର୍ଥୀପତ୍ର ଦାଖଲ କରିଥିବା ସୂଚନା ରହିଛି । ଜ୍ୟୋତିଷ ଶାସ୍ତ୍ରଙ୍କ କହିବା ଅନୁସାରେ ରାଧାରାଣୀ ଗତକାଲି ପ୍ରଥମ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଜି ଦ୍ୱିତୀୟ ସେଟ୍ ଦାଖଲ କରିଥିବା ସୂଚନା ମିଳିଛି । ସେହିପରି ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।  ଗତ ବର୍ଷ ଡିସେମ୍ବର ୩୦ ତାରିଖରେ ହୃଦଘାତରେ କିଶୋର କୁମାର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ବିଧାନସଭା ଆସନଟି ଖାଲି ପଡ଼ିଥିବା ବେଳେ ମେ’ ୩୧ରେ ଏଥିପାଇଁ ଭୋଟ୍ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe