କନକ ବ୍ୟୁରୋ : ଆଜି ବିଜେଡିରୁ ଇସ୍ତଫା ଦେଲେ ପାଲଲହଡାର ପୂର୍ବତନ ବିଧାୟକ ରବି ପାଣି । ବିଜେଡି ସୁପ୍ରିମୋଙ୍କୁ ପଠାଇଲେ ଇସ୍ତଫା ପତ୍ର । ସେ ଦଳର କାର୍ୟ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟିକେଟ୍ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ଦଳ ଟିକେଟ୍ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ଛାଡିଲେ ଦଳରୁ ଇସ୍ତଫା ଦେଇଥିବା ସୂଚନା । ସେ ଦେବଗଡ଼ର ଲୋକସଭା ସଦସ୍ୟ ଏବଂ ପାଲଲହଡାର ବିଧାୟକ ଥିଲେ।
ବିଜେଡିରୁ ରବି ପାଣିଙ୍କ ଇସ୍ତଫା : ଟିକେଟ୍ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ଛାଡିଲେ ଦଳ
/kanak/media/post_attachments/wp-content/uploads/2019/04/rabi-pani-720x430.jpg)